ମୁଖ୍ୟଖବର :ମୁମ୍ବାଇର ଜଳବାୟୁ ଏବଂ ପରିବେଶ ବିପଦସଂଙ୍କୁଳ, କିନ୍ତୁ ଏହା ଦୀପାବଳି ଯୋଗୁଁ ନୁହେଁ
The Issue
ମୁମ୍ବାଇ କୁ ଭାରତର ସ୍ୱପ୍ନର ନଗରୀ ବୋଲି କୁହାଯାଏ, ଧନ ଧନ୍ୟରେ ପରିପୂର୍ଣ ଏହି ସହର, କିନ୍ତୁ ଏହାର ଗୋଟେ ଖରାପ ଦିଗ ହେଲା ଖୋଲା ସ୍ଥାନର ଅଭାବ. ସଞ୍ଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନ (SGNP)ଏବଂ ଆରେ ବନ ଏହି ଧନୀ ଶ୍ରେଣୀୟ ସହରର ଏକ ମାତ୍ର ଆଶ୍ରୟ ସ୍ଥଳୀ. କଂକ୍ରିଟର ସମୁଦ୍ର ଭିତରେ ସବୁଜିମା ରେ ପରିପୂର୍ଣ ଏହି ବୃକ୍ଷ ଗୁଡିକ ନା କେବଳ ପ୍ରଦୂଷଣ ଏବଂ ବନ୍ୟାରୁ ରକ୍ଷା କରେ ଆହୁରି ମଧ୍ୟ ତାପମାତ୍ରା କୁ ନିୟନ୍ତ୍ରଣ କଟିବାରେ ମଧ୍ୟ ସାହାଯ୍ୟ କରେ.
କିନ୍ତୁ ଦୁର୍ଭାଗ୍ୟ ବଶତଃ ମୁମ୍ବାଇ ସହର ବିଭିନ୍ନ ପ୍ରକାର ପ୍ରକଳ୍ପ ଯୋଗୁଁ ଏହି ଜଙ୍ଗଲକୁ ହରାଇବା ପାଇଁ ବସିଛି. ଏଥି ମଧ୍ୟରୁ ପ୍ରଥମେ ଯିଏ ଏଇ ସବୁଜିମା ଭରା ସ୍ଥାନକୁ ବ୍ୟବସାୟୀକରଣ ପାଇଁ ଖୋଲିଦେବ ସିଏ ହେଉଛି ଆଗାମୀ ମୁମ୍ବାଇ metro3 ପାଇଁ ତିଆରି ହେବାକୁ ଥିବା ଏକ car-shed ଯାହାକି ଜାପାନ ଇଣ୍ଟେରଣସନଲ କର୍ପୋରେସନ ଏଜେନସି (JICA)ଦ୍ୱାରା ବ୍ୟୟ କରାଯାଉଛି. Car-shed ହେଉଛି ମେଟ୍ରୋ ଟ୍ରେନ ପାଇଁ ଏକ ପାର୍କିଙ୍ଗ ଏବଂ service ଏରିଆ.
JICA
ପ୍ରିୟ ପାଠକ, ଆଜିର ସମୟରେ ଯେତେବେଳେ ସାରା ପୃଥିବୀ ଜଳବାୟୁ ପରିବର୍ତ୍ତନର ବିନାଶକାରୀ ପରିଣାମ ସହିତ ସଂଗ୍ରାମ କରୁଛି, ସେତିକିବେଳେ ପାର୍କିଙ୍ଗ ସ୍ଥଳ ପାଇଁ ଏକ ମହତ୍ୱପୂର୍ଣ୍ଣ ସବୁଜିମା ଭରା ସ୍ଥାନକୁ ନଷ୍ଟ କରିଦେବା ଦାୟିତ୍ବହୀନତାର ପରିଚୟ ଦିଏ.
3500ଟି ବୃକ୍ଷ କଟାଯିବାର ଯୋଜନା ରହିଛି ଏବଂ ଆମେ ଚାହୁଁଛୁ କି ସରକାର car -shed ଜାଗା ଚୟନର ପୁନର୍ବିଚାର କରନ୍ତୁ. NEERI ଏବଂ IIT ର ବିଶେଷଜ୍ଞ ମାନେ ବିକଳ୍ପ ରୂପେ ସାତୋଟି ଅନ୍ୟ ବିକଳ୍ପ SITE ର ପ୍ରସ୍ତାବ ଦେଇଛନ୍ତି. ସେମାନେ ଚେତାବନୀ ଦେଇଛନ୍ତି ଯଦି depot ଆର forest ରେ ତିଆରି ହୁଏ ତେବେ ମୁମ୍ବାଇ ବନ୍ୟା ଏବଂ ବନ୍ୟଜନ୍ତୁର ସୁରକ୍ଷା କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେବ.
ସରକାରଙ୍କ ରେକର୍ଡ ଅନୁସାରେ Aarey forest ହେଉଛି Sanjay Gandhi National Park ର ଏକ ଅବିଛିନ୍ନ ଅଙ୍ଗ ଏବଂ ଏହା ଆଇନଗତ ଭାବରେ ସୁରକ୍ଷିତ ଅଟେ . ଏଥିରେ 5 ଲଖ୍ୟରୁ ଅଧିକ ଗଛ ରହିଛି, ଏହା 9 ଟି ଚିତାବାଘଙ୍କ ଆଶ୍ରୟ ସ୍ଥଳୀ ଏବଂ ଏହା ଉଭୟ ଉଦ୍ଭିଦ ଏବଂ ପ୍ରାଣୀଙ୍କର ସୁନ୍ଦର ସମାଗମ ସ୍ଥଳୀ ଅଟେ. ଆଜି ମଧ୍ୟ ମୂଳ ଆଦିବାସୀ Aarey forest ରେ 27ଟି ଆଦିବାସୀ ବସ୍ତିରେ ରହୁଛନ୍ତି. ଏହା ସହରୀ ଲୋକଙ୍କ ପାଇଁ ପ୍ରକୃତିକୁ ଅନୁଭବ କରିବାର ଏକ ଉତ୍ତମ ଅନୁଭବ ଅଟେ. ନେତା ମାନଙ୍କ ମଧ୍ୟରୁ ଜଣେ ଉଲ୍ଲେଖ କରିଛନ୍ତି ଯେ "ବିକାଶର ନାଁ ରେ କେବଳ ଆଦିବାସୀ ମାନେ ପୀଡିତ ହେଉଛନ୍ତି ".
#SaveAarey ଅଭିଯାନ ଦ୍ୱାରା ସରକାରଙ୍କୁ ଅନୁରୋଧ କରାଯାଉଛି ଯେ ସେ car-shed କୁ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ. ସ୍ଥାନାନ୍ତରଣ କୌଣସି ପ୍ରକାରେ metro3ର ସଂରଚନାକୁ ପ୍ରଭାବିତ କରିବ ନାହିଁ. ସମାଜରେ ଥିବା ସବୁ ଶ୍ରେଣୀର ଜନସାଧାରଣ, କର୍ମଚାରୀ, ଛାତ୍ର ଏବଂ ଅଭିନେତାମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି.
ଏହାସତ୍ବେ ମଧ୍ୟ ରାଜ୍ୟ ସରକାର Aareyରେ depot ନିର୍ମାଣ ପାଇଁ ଜୋର ଧରିଛନ୍ତି.
ଏହାର ସମର୍ଥନ ପାଇଁ ରାଜ୍ୟ ସରକାର JICA କୁ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି. Mumbai metro rail corporation limited (MMRICL) JICA କୁ କହିଛନ୍ତି ଯେ ପ୍ରଯୋଜନର ସ୍ଥଳ ସହର ମଧ୍ୟରେ ଅବସ୍ଥିତ ଏବଂ ଏଥିରେ କୌଣସି ବନ୍ୟଜନ୍ତୁଙ୍କର ପରିକଳ୍ପନା ମଧ୍ୟ କରାଯାଇନାହିଁ. କିନ୍ତୁ ବାସ୍ତବରେ Aarey ଏକ ବନକ୍ଷେତ୍ର ଅଟେ ଯେଉଁଥିରେ 80 ପ୍ରଜାତିର ପକ୍ଷୀ ଅଛନ୍ତି, 19 ପ୍ରଜାତିର ପ୍ରଜାପତି ଅଛନ୍ତି, 16 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି, ସରୀସୃପଙ୍କର 38 ପ୍ରଜାତି ଏବଂ 9 ଟି ଚିତା ଏବଂ 4million ଗଛ ରହିଛି.
ଏହି ରାଜିନାମାରେ ହସ୍ତାକ୍ଷର କରି ଆପଣ JICA କୁ ପ୍ରକଳ୍ପ ପାଇଁ ଦିଆଯାଇଥିବା ମୂଲ୍ୟ ର ସମୀକ୍ଷା କରିବା ପାଇଁ କହୁଛନ୍ତି. JICA କୁ ପର୍ଯାବରଣ ଏବଂ ସାମାଜିକ ବିଚାରଧାରାକୁ ନେଇ ଏହି ବିଷୟ ଉପରେ ଦୃଷ୍ଟିପାତ କରିବା ଦରକାର ଏବଂ Aarey ରୁ depot କୁ ସ୍ଥାନାନ୍ତରିତ କରାଗଲେ mumbai କୁ ନାଁ କେବଳ metro ମିଳିବ ଏହାର ସବୁଜିମା ଏବଂ ଖୋଳସ୍ଥାନ ମଧ୍ୟ ସୁରକ୍ଷିତ ରହିବ. ଆମକୁ ବିଶ୍ଵାସ ଅଛି ଏହି ନୀତି ଉପରେ ବିଚାର କରି ଜିକା ବିଭିନ୍ନ ବଡ଼ ଏବଂ ଛୋଟ ପ୍ରକଳ୍ପ ପାଇଁ ଆରେ ର ଭୂମି କୁ ନଷ୍ଟ ନକରିବା ପାଇଁ ସାହାଯ୍ୟ କରିବ.
#SaveAarey

Petition Closed

The Decision Makers

Petition Updates
Share this petition
Petition created on 5 July 2019