ନରସିଂହପୁର ହାଇସ୍କୁଲରେ ଶିକ୍ଷକ ଅଭାବ ଦୂର କରି ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଦାବି”

10

Let’s get to 25 signatures!
Petitions with 1,000+ supporters are 5x more likely to win!

The Issue

ନରସିଂହପୁର ହାଇସ୍କୁଲରେ ଶିକ୍ଷକ ଅଭାବ

ଆମ ନରସିଂହପୁର ହାଇସ୍କୁଲ, ରସୁଲପୁର, ଯାଜପୁର ରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ନାହାନ୍ତି। ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ବିଶେଷକରି ବିଜ୍ଞାନ ଓ ଗଣିତ ବିଷୟ ପାଇଁ ନିୟମିତ ଶିକ୍ଷକ ନାହାନ୍ତି।

ତେଣୁ ବିଦ୍ୟାଳୟର ଶିକ୍ଷକ ଅଭାବ ଦୂର କରି ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ, ବିଶେଷକରି ବିଜ୍ଞାନ ଓ ଗଣିତ ଶିକ୍ଷକ, ତୁରନ୍ତ ନିଯୁକ୍ତି/ପ୍ରଦାନ କରିବାକୁ ଆମର ଦାବି।

ଇତି

ସମସ୍ତ ପୁରାତନ ଛାତ୍ର ଓ ଛାତ୍ରୀ , ଅଭିଭାବକ,ସମାଜସେବୀ

avatar of the starter
Ranjan SahooPetition Starter

Petition Updates